You are currently viewing ଶରୀର ପାଇଁ ଲସିର ଫାଇଦା

ଶରୀର ପାଇଁ ଲସିର ଫାଇଦା

ସମସ୍ତେ ଜାଣନ୍ତି ଡାଏରୀ ପ୍ରଡକ୍ଟସ ଆମ ଶରୀର ପାଇଁ ବହୁତ ଫାଇଦାକାରୀ ହୋଇଥାଏ । ଏଥିରେ କ୍ଷୀର,ଦହି, ପନିର ଏବଂ ଘିଅ ସାମିଲ ହୋଇଥାଏ । କିଛି ଲୋକ ସିମ୍ପଳ ଦହି ଖାଉଥିବା ବେଳେ ଆଉ କେହି ଆଉ କେହି ଏହାକୁ ଛାଛ ବା ଲସି ରୂପରେ ଖାଆନ୍ତି । କିନ୍ତୁ ଖିଛି ଲୋକ ଲସିକୁ ନାପସନ୍ଦ ମଧ୍ୟ କରିଥାଆନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତିକି ଲସି ଆପଣଙ୍କ ଲିବରକୁ ହେଲଦୀ ରଖିବାରେ ସାହାର୍ଯ୍ୟ କରିଥାଏ । ତେବେ ଚାଲନ୍ତୁ ଆଜି ଆମେ ଜାଣିବା କି ଲସି ଆପଣଙ୍କ ଶରୀର ପାଇଁ କିପରିଭାବେ ଫାଇଦାକାରୀ ହୋଇଥାଏ । ଲସିରେ ସାଧାରଣତଃ ପ୍ରୋଟିନ, କାର୍ବୋହାଇଡ୍ରେଟ, ଭିଟାମିନ ସି, ଫୋଲିକଏସିଡ ଅଧିକ ମାତ୍ରାରେ ଥାଏ । କ୍ୟାଲଶିୟମ, ମ୍ୟାଗ୍ନେସିୟମ, ଫସଫରସ ଅଧିକ ମାତ୍ରାରେ ଥାଏ । ଏ ସବୁ ପୋଷକତ୍ତତତ୍ତ୍ୱ ଶରୀର ପାଇଁ ଦରକାରୀ ହୋଇଥାଏ ।

ଲିବର ଠିକ ରଖିବାପାଇଁ ଲସିର ଫାଇଦା :
୧. ଲିବର ପାଇଁ ଲସି ବହୁତ ଫାଇଦାକାରୀ ହୋଇଥାଏ । କାରଣ ଏଥିରେ ତବା ପୋଷକତତ୍ତ୍ୱ ଲିବରକୁ ଫାଇଦା ରଖିବାରେ ସାହର୍ଯ୍ୟ କରିଥାଏ ।
୨. ଲସି ଓଜନ କମାଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଏଥିପାଇଁ ଏହା ପୁରା ଶରୀର ପାଇଁ ବହୁଫାଇଦାକାରୀ ହୋଇଥାଏ ।
୩. ଲସିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ତ୍ୱଚା ପାଇଁ ବହୁ ଫାଇଦାକାରୀ ହୋଇଥାଏ । ଏଥିପାଇଁ ଲସି ପିିଇବା ଦ୍ୱାରା ଏନର୍ଜି ମିଳିଥାଏ ।
୪. ଲସି ଓଜନ କମାଇବାରେ ସାହାର୍ଯ୍ୟ କରେ । ଲସିରେ ପ୍ରୋବାୟୋଟିକ୍ସ ଥାଏ ଯାହା ପେଟର ଚର୍ବିକୁ କମ୍ କରିବାରେ ସାହାର୍ଯ୍ୟ କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।