You are currently viewing ଡାଇବେଟିସ୍ ରୋଗୀ ମଧ୍ୟ ଖାଇପାରିବେ ମିଠା ଫଳ

ଡାଇବେଟିସ୍ ରୋଗୀ ମଧ୍ୟ ଖାଇପାରିବେ ମିଠା ଫଳ

ଡାଇବେଟିସ୍ ଏକ ଏପରି ରୋଗ ଯାହା ମଣିଷ ଶରୀରକୁ ଥରେ ଏହି ରୋଗ ହେବା ପରେ ତାହା ଜୀବନ ସାରା ଲୋକକୁ ହଇରାଣ କରିଥାଏ । ତେବେ ଏଥିରେ ଲୋକମାନେ ବ୍ୟସ୍ତ ହୋଇ ଆନକ ଜିନିଷ ଖାଇ ନଥାନ୍ତି । ଡାଇବେଟିସ୍ ରୋଗୀ କେବେ ମିଠା ଖାନ୍ତି ନାହିଁ । ତେବେ ଆଜି ପର୍ଯ୍ୟନ୍ତ ଏହି ରୋଗର ଚିକିତ୍ସା ହୋଇ ପାରୁ ନାହିଁ । ବଡରୁ ବଡ ବୈଜ୍ଞାନୀକମାନେ ମଧ୍ୟ ଏହା ଜାଣିପାରୁ ନାହାନ୍ତି । ସାଧାରଣତଃ ଡାଇବେଟିସ୍ ଲୋକମାନଙ୍କୁ ମିଠା ଖାଇବାକୁ ମନା ହୋଇଥାଏ । କିନ୍ତୁ ଆପଣମାନେ ଚାହିଲେ ମିଠା ଫଳ ଖାଇ ପାରିବେ । ଯେଉଁଥିରେ ଆମ୍ବ ଏବଂ ସପୁରୀ ସାମିଲ ଅଛି । ଏହା ସହିତ ଆତ ଏକ ଏପରି ଫଳ ଯାହାକୁ ଡାଇବେଟିସ୍ ରୋଗୀ ଖାଇବା ଆବଶ୍ୟକ । ଇଂରାଜୀରେ ଏହାକୁ କଷ୍ଟାର୍ଡ ଆପେଲ କୁହାଯାଏ । ଏହାର ଚୋପା ଛଡାଇ ଏହାକୁ ଖାଇବାକୁ ପଡଥାଏ ଏହା ଭିତରେ ମଞ୍ଜି ଥାଏ । ଏହାକୁ ଖାଇବା ଟିକେ କଷ୍ଟ କିନ୍ତୁ ଏହା ଶରୀରକୁ ଲାଭ ପ୍ରଦାନ କରିଥାଏ । ଏଥିରେ ଭିଟାମିନ୍ ମିନେରାଲ ଭରପୁର ମାତ୍ରାରେ ରହିଛି । ଏହି ଫଳରେ ଭରପୁର ମାତ୍ରାରେ ଫାଇବର ଥାଏ ଯାହା ଫଳରେ ଏହାକୁ ଖାଇବା ପରେ ପେଟ ଫୁଲ ଲାଗିଥାଏ । ଏହି ଫଳକୁ ଖାଇବା ଦ୍ୱାରା ଆପଣଙ୍କ ଓଜନ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଏହା ଖାଇବା ଦ୍ୱାରା ଧିରେ ଧିରେ ଓଜନ ହ୍ରାସ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।