You are currently viewing କମିଲା ସିବିଏସଇ ସିଲାବସ

କମିଲା ସିବିଏସଇ ସିଲାବସ

ରାଜ୍ୟରେ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଲକଡାଉନ ପାଇଁ ସବୁ ସ୍କୁଲ ଓ କଲେଜ ବନ୍ଦ ରହିିଥିବାରୁ ୨୦୨୦-୨୧ର ପାଠପଢ଼ା ବ୍ୟାହାତ ହୋଇଛି । ଆଗରୁ ପିଲାମାନଙ୍କ ପାଠପଢ଼ାରେ ବାଧା ନଉପୁଜିବା ପାଇଁ ମଧ୍ୟ ଅନଲାଇନ ପାଠପଢ଼ାର ବ୍ୟବସ୍ଥା କରାଯାଇଥିଲା ।

ସେହିପରି ଆଜି ମଧ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କରେନା ପାଇଁ ସିବିଏସଇ ପାଠ୍ୟକ୍ରମର ସିଲାବସ୍ ୩୦ ପ୍ରତିଶତ କମେଇ ଦିଆଯାଇଛି । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ପିଲାଙ୍କ ସିଲାବସ କମାଇବାକୁ ନିଷ୍ପତ୍ତି ନିଆଯାଇଛି । ଶିକ୍ଷକ, ଅଭିଭାବକ ଓ ଶିକ୍ଷାବିତଙ୍କ ପରାମର୍ଶରେ ଏହିପରି ନିଷ୍ପତ୍ତି ନିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।