You are currently viewing କରୋନା କବଳରେ ଖୋର୍ଦ୍ଧା ଏସପି

କରୋନା କବଳରେ ଖୋର୍ଦ୍ଧା ଏସପି

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଡାକ୍ତରଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ଅଭିନେତା, ଅଭିନେତ୍ରୀ ଏବଂ ପୋଲିସ କର୍ମଚାରୀ ମଧ୍ୟ କରୋନା କବଳରେ କବଳିତ। ତେବେ ଏହାରି ମଧ୍ୟରେ କରୋନାରୁ ବାଦ ପଡ଼ିନାହାନ୍ତି ଖୋର୍ଦ୍ଧା ଏସପି । ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁଙ୍କୁ କରୋନା ହୋଇଥିବା ଜଣାପେଡ଼ିଛି । ତାଙ୍କର ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା ନେଇ ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ତାଙ୍କୁ ହୋମ ଆଇସୋଲେସନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।