You are currently viewing କାଲିଠୁ ୧୦ ଜିଲ୍ଲାରେ ପ୍ରବଳ ବର୍ଷା!

କାଲିଠୁ ୧୦ ଜିଲ୍ଲାରେ ପ୍ରବଳ ବର୍ଷା!

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଆସନ୍ତା କାଲିଠାରୁ ଲଘୁଚାପ ପ୍ରଭାବରେ ଦଶଟି ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି । ଏହି ଜିଲ୍ଲା ଗୁଡିକ ମଧ୍ୟରେ ପୁରୀ , କେନ୍ଦ୍ରାପଡା , ମୟରଭଞ୍ଜ, ବୌଦ୍ଧ, ବଲାଙ୍ଗୀର, ଜଗତସିଂହପୁର ଜିଲ୍ଲା ଅନ୍ତର୍ଭୁକ୍ତ । ଏହି ଜିଲା ଗୁଡିକରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ।

ଅନ୍ୟମାନଙ୍କୁ ଜଣାନ୍ତୁ।