You are currently viewing ଖୋଲିଲା ହୀରାକୁଦ ଡ୍ୟାମ୍‌ର ଗେଟ୍

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଗେଟ୍

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର, ସମ୍ବଲପୁରରେ ଖୋଲିଲା ହୀରାକୁଦ ଡ୍ୟାମ୍‌ର ଗୋଟିଏ ଗେଟ୍। ଏବେ ମୋଟ ୮ଟି ଗେଟ୍ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସନ ଜାରି ରହିଛି। ଲଘୁଚାପ ଯୋଗୁଁ ରାଜ୍ୟର କେତେକ ଜିଲ୍ଲା ରେ ବର୍ଷା ହେଉଛି। ସେହିପରି ଆଗାମୀ ୧୧ତାରିଖ ଯାଏ ପ୍ରବଳ ବର୍ଷା ହେବା ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ। ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ଡ୍ୟାମରୁ ଜଳ ନିଷ୍କାସନ କରାଯାଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।