You are currently viewing ଗଞ୍ଜାମରେ ସଫଳ ହେଲା ପ୍ଲ।ଜମା ଥେରାପି

ଗଞ୍ଜାମରେ ସଫଳ ହେଲା ପ୍ଲ।ଜମା ଥେରାପି

  • Post category:ଓଡିଶା
  • Reading time:1 mins read

ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ କରୋନା ମୁକାବିଲା ଦିଗରେ ସଫଳ ହୋଇଛି ପ୍ଲାଜମା ଥେରାପି । ଗଞ୍ଜାମରେ ପ୍ଲ।ଜମା ଥେରାପି ନେଇଥିବା ୩ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଏହି ୩ ରେଗାୀ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ନେଇ ଜିଲ୍ଲାପାଳ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।