You are currently viewing ଗତକାଲି ଚଢ଼ାଉ ଆଜି ଗିରଫ

ଗତକାଲି ଚଢ଼ାଉ ଆଜି ଗିରଫ

ବାଲୁଗାଁ, ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଗତକାଲି ଚଢ଼ାଉ ହୋଇଥିଲା । ଏହାପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୪କୋଟି ଟଙ୍କାରୁ ଅଧିକ ଆୟବର୍ହିଭୂତ ସମ୍ପତ୍ତି ତାଙ୍କଠାରୁ ଜବତ କରିଛି ଭିଜିଲାନ୍ସ । ସୂଚନଥାଉକି, ଗତକାଲି ମୋଟ ୫ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ଅନ୍ୟମାନଙ୍କୁ ଜଣାନ୍ତୁ।