You are currently viewing ଚଳିତ ବର୍ଷ ୩୦ପ୍ରତିଶତ କମିଲା ସିଲାବସ୍

ଚଳିତ ବର୍ଷ ୩୦ପ୍ରତିଶତ କମିଲା ସିଲାବସ୍

ଭୁବନେଶ୍ୱର, କରୋନା ପାଇଁ ଚଳିତ ବର୍ଷ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦ ପ୍ରତିଶତ ସିଲାବସ୍ କମିଛି। ଏନେଇ ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ। ତିନି କମିଟିର ସୁପାରିଶ ଆଧାରରେ ଏଭଳି ନିଷ୍ପତି ନିଆଯାଇଛି। ତେବେ ସ୍କୁଲ୍ କେବେ ଖୋଲିବ ସେନେଇ ଆସିନ କୌଣସି ସୂଚନା।

ଅନ୍ୟମାନଙ୍କୁ ଜଣାନ୍ତୁ।