You are currently viewing ଜର୍ମାନୀରେ ପ୍ରଦର୍ଶିତ ହେବ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଶଲାବୁଢ଼ା

ଜର୍ମାନୀରେ ପ୍ରଦର୍ଶିତ ହେବ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଶଲାବୁଢ଼ା

ଭୁବନେଶ୍ୱର, ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଆଉ ଏକ ଖୁସି ଖବର। ଜର୍ମାନୀରେ ପ୍ରଦର୍ଶିତ ହେବ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଶଲାବୁଢ଼ା’। ଏକାଧିକ ଜାତୀୟ ତଥା ଅନ୍ତର୍ଜାତୀୟ ପୁୁରସ୍କାର ବିଜେତା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ଏହି ଚଳଚ୍ଚିତ୍ରର ପ୍ରିମିୟର ଜର୍ମାନୀରେ ହେବ। ଏନେଇ ଖ୍ୟାତନାମା ଚଳଚ୍ଚିତ୍ର ପ୍ରଯୋଜକ ତଥା ସିନେ ପୃଷ୍ଠପୋଷକ ଜିତେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।