You are currently viewing ଜୋରଦାର ହେବ ଗାଡ଼ି ଚେକିଙ୍ଗ!

ଜୋରଦାର ହେବ ଗାଡ଼ି ଚେକିଙ୍ଗ!

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଗାଡ଼ିଚାଳକ ସାବଧାନ । ଆସନ୍ତା ୨୦୨୧ ଜାନୁଆରୀ ମାସ ପହିଲାରୁ ଟ୍ରାଫିକ୍ ଚେକିଂ କଡ଼ାକଡ଼ି ହେବ । ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା ଦେଇଛନ୍ତି । ପୂର୍ବରୁ କରୋନା ପାଇଁ ଚେକିଂରେ କୋହଳ କରାଯାଇଥିବା ବେଳେ ଏବେ ପୁଣି ଯାଞ୍ଚ ଆରମ୍ଭ ହେବାର ଯୋଜନା ହେଉଛି । ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିଷ୍ପତ୍ତି ନିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।