You are currently viewing ତିର୍ତ୍ତୋଲ ପୂର୍ବତନ ବିଧାୟକଙ୍କ ପରଲୋକ

ତିର୍ତ୍ତୋଲ ପୂର୍ବତନ ବିଧାୟକଙ୍କ ପରଲୋକ

ଜଗତସିଂପୁର, ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ବର୍ଷ ବର୍ଷ ହୋଇଥିଲା । ସେ ୨୦୦୯ ରୁ ୨୦୧୪ ଯାଏ ତିର୍ତ୍ତୋଲର ବିଧାୟକ ରହିଆସିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।