You are currently viewing ନୂଆ ଡିସିପି ଭାବେ ଦାୟିତ୍ଵ ନେଲେ ପ୍ରତୀକ ସିଂ

ନୂଆ ଡିସିପି ଭାବେ ଦାୟିତ୍ଵ ନେଲେ ପ୍ରତୀକ ସିଂ

କଟକର ନୂଆ ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ପ୍ରତୀକ ସିଂ । ପୂର୍ବତନ ଡିସିପି ଅଖିଳେଶ୍ୱର ସିଙ୍କଠାରୁ ଦାୟିତ୍ୱଭାର ସେ ଗ୍ରହଣ କରିଛନ୍ତି । ସେ କଟକ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୂଚନା ଦେଇ କହିଛନ୍ତି ଯେ ପୋଲିସର କାର୍ଯ୍ୟପନ୍ଥା ଲୋକାଭିମୁଖ୍ୟ ହେବ । ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯିବ । କଟକ ସହରରେ ଅପରାଧୀ ଦମନ ଅଭିଯାନ ପୂର୍ବ ଭଳି ଜାରି ରହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।