You are currently viewing ପୁରୀ ବେଳାଭୂମିକୁ ମିଳିଲା ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା

ପୁରୀ ବେଳାଭୂମିକୁ ମିଳିଲା ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା

  • Post category:ଓଡିଶା
  • Reading time:1 mins read

ପୁରୀ, ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦେଇଛି ଅନ୍ତର୍ଜାତୀୟ ସଂସ୍ଥା । ଡେନମାର୍କର ଏକ ସଂସ୍ଥା ପକ୍ଷରୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ପ୍ରଦାନ କରାଯାଇଛି । ଦିଗବାରେଣୀ ଖୁଣ୍ଟିରୁ ମେ ଫାୟାର ହୋଟେଲ ବେଳାଭୂମି ଯାଏଁ ମିଳିଛି ଏହି ମାନ୍ୟତା । ୮୬୦ ମିଟର ବ୍ୟାପ୍ତି ବେଳାଭୂମିକୁ ପ୍ରଦୂଷଣ ମୁକ୍ତ ଭାବେ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଦେଶରେ ପୁରୀ ବେଳାଭୂମି ବେଷ୍ଟ ପ୍ରାକ୍ଟିସ ଆୱାର୍ଡରେ ତୃତୀୟ ସ୍ଥାନ ଅଧିକାର ମଧ୍ୟ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।