You are currently viewing ପ୍ରକାଶ ପାଇଛି ଯୁକ୍ତ ୨ ବାଣିଜ୍ୟ ଫଳ

ପ୍ରକାଶ ପାଇଛି ଯୁକ୍ତ ୨ ବାଣିଜ୍ୟ ଫଳ

ଭୁବନେଶ୍ୱର, ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପ୍ରକାଶ ପାଇଛି +୨ ବାଣିଜ୍ୟ ରେଜଲ୍ଟ । ଚଳିତବର୍ଷ ୭୪.୯୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ରେଜଲ୍ଟ ଘୋଷଣା କରିଛନ୍ତି । ନୟାଗଡ଼ରେ ପାସ୍ ହାର ସର୍ବାଧିକ ୮୮.୭୦ ପ୍ରତିଶତ ଥିବା ବେଳେ ଦେବଗଡ଼ରେ ପାସ୍ ହାର ସର୍ବନିମ୍ନ ୩୪.୧୭ ପ୍ରତିଶତ ରହିଛି । ୪୦ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ୨୯ଟି କଲେଜରେ ୧୦୦ ପ୍ରତିଶତ ପିଲା ପାସ୍ ହୋଇଥିବା ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।