You are currently viewing ମହିଳାଙ୍କୁ ଅସଦାଚରଣ ପଡ଼ିଲା ଭାରି; ବଲାଙ୍ଗୀର ଉପଜିଲ୍ଲାପାଳ ହେଲେ ନିଲମ୍ବିତ

ମହିଳାଙ୍କୁ ଅସଦାଚରଣ ପଡ଼ିଲା ଭାରି; ବଲାଙ୍ଗୀର ଉପଜିଲ୍ଲାପାଳ ହେଲେ ନିଲମ୍ବିତ

ବଲାଙ୍ଗୀର, ଅଭିଯୋଗ ଭିତ୍ତିରେ ନିଲମ୍ବିତ ହୋଇଛନ୍ତି ବଲାଙ୍ଗିର ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର । ନିଲମ୍ବନ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅରିନ୍ଦମ ଡାକୁଆ । ସୂଚନା ଥ।ଉକି, ସଞ୍ଜୟ କୁମାର ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଜଣେ ମହିଳା କର୍ମଚାରୀ । ତା’ସହିତ ନ୍ୟାୟ ନମିଳିଲେ ନିଜ ଛୋଟ ଦୁଇ ଝିଅଙ୍କ ସହ ଆତ୍ମହତ୍ୟା କରିବାର ଧମକ ବି ଦେଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।