You are currently viewing ମୁଖ୍ୟମନ୍ତ୍ରୀଙ୍କ ଘୋଷଣା:  ପୂଜା ଛୁଟି ଯାଏଁ ବନ୍ଦ ରହିବ ସ୍କୁଲ୍ ଓ କଲେଜ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପୂଜା ଛୁଟି ଯାଏଁ ବନ୍ଦ ରହିବ ସ୍କୁଲ୍ ଓ କଲେଜ

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆସନ୍ତା ପୂଜା ଛୁଟି ପର୍ୟ୍ଯନ୍ତ ବନ୍ଦ ରହିବ ସ୍କୁଲ ଓ କଲେଜ । କରନା ସ୍ଥିତି ସମୀକ୍ଷା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । କୋଭିଡ଼ ସ୍ଥିତି ସମୀକ୍ଷା ପରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । 

ଅନ୍ୟମାନଙ୍କୁ ଜଣାନ୍ତୁ।