You are currently viewing ଯୁକ୍ତଦୁଇ ବିଜ୍ଞାନରେ ଟପ୍ପର ହୋଇଛନ୍ତି ଭୁବନର ସୁଦୀପ

ଯୁକ୍ତଦୁଇ ବିଜ୍ଞାନରେ ଟପ୍ପର ହୋଇଛନ୍ତି ଭୁବନର ସୁଦୀପ

  • Post category:ଓଡିଶା
  • Reading time:1 mins read

ଢେ଼ଙ୍କାନାଳ, ଢେ଼ଙ୍କାନାଳ ଜିଲ୍ଲା ଭୁବନ ବୀର ବାଜିରାଉତ ମାଟିକୁ ପୁଣି ଥରେ ଗୌରବନ୍ଵିତ କରିଛନ୍ତି ସୁଦୀପ । ସେ ୨୦୧୮ରେ ମାଟ୍ରିକ ରେ ୫୮୨ ନମ୍ବର ରଖି ଟପ୍ପର ହୋଇଥିଲେ । ଆଜି ପୁଣିଥରେ ୫୭୪ ନମ୍ବର ରଖି ଯୁକ୍ତଦୁଇ ବିଜ୍ଞାନରେ ଟପ୍ପର ହୋଇଛନ୍ତି। ଏଥିସହ ସେ ଭୁବନ, ଢେ଼ଙ୍କାନାଳ ତଥା ଜନ୍ମମାଟି ଯାଜପୁରର ମହାନ୍ତି ପାଟଣା ନାମ ଉଚ୍ଚା କରିଛନ୍ତି । ସେ ପିତା ଶିକ୍ଷକ ରଂଜନ କୁମାର ରଣା ଓ ମା ଗୃହିଣୀ ଭକ୍ତିଲତା ସାହୁଙ୍କ ବଡ଼ପୁଅ ଅଟନ୍ତି । ପ୍ରଥମରୁ ସପ୍ତମ ଯାଏ ସରସ୍ବତୀ ଶିଶୁ ମନ୍ଦିରରେ ପଢୁଥିଲେ । ପରେ ଭୁବନ ଉଚ୍ଚ ବିଦ୍ୟାଳୟ ଏବଂ ଜୁପିଟର ବିଜ୍ଞାନ କଲେଜରେ ପଢୁଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।