You are currently viewing ୧୦ ଦିନ ଭିତରେ କାର୍ଯ୍ୟକ୍ଷମ ହେବ ବୁର୍ଲାରେ କୋଭିଡ ହସ୍ପିଟାଲ

୧୦ ଦିନ ଭିତରେ କାର୍ଯ୍ୟକ୍ଷମ ହେବ ବୁର୍ଲାରେ କୋଭିଡ ହସ୍ପିଟାଲ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର, ବୁର୍ଲା ମେଡିକାଲରେ କାର୍ଯ୍ୟକ୍ଷମ ହେବ କୋଭିଡ ହସ୍ପିଟାଲ । ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ରହିବ ୧୦୦ଟି ଶର୍ଯ୍ୟା ଓ ଆଇସିୟୁ ଶର୍ଯ୍ୟା । ୧୦ ଦିନ ଭିତରେ କାର୍ଯ୍ୟକ୍ଷମ ହେବା ନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଏସିଏସ ପ୍ରଦୀପ୍ତ ମହାପାତ୍ର ସମ୍ବଲପୁର ଗସ୍ତ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।