You are currently viewing ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୨ କୋଭିଡ ହସ୍ପିଟାଲ ଉଦଘାଟିତ

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୨ କୋଭିଡ ହସ୍ପିଟାଲ ଉଦଘାଟିତ

ସାରା ରାଜ୍ୟରେ କରୋନା ମହାମରୀ ବଢି ଚାଲିଥିବା ବେଳେ ବ୍ରହ୍ମପୁରରେ ଆଉ ୨ଟି କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମକେସିଜିର ଶିଶୁ ୱାର୍ଡରେ ନୂଆ କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ବ୍ରହ୍ମପୁର କନିଷିରେ ଅମିତ ଅମିତ ହସ୍ପିଟାଲରେ କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ଉଭୟ କୋଭିଡ ହସ୍ପିଟାଲରେ ୧୫୦ ଲେଖାଏଁ ଶର୍ଯ୍ୟା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।