ଚାନ୍ଦବାଲୀ(୭.୧୦.୨୨) : ଧାମରା ସମୁଦ୍ରରେ ହୁଇଲର ଦୀପ ନିକଟରେ ମାଛ ମାରୁଥିବା ଟ୍ରଲରଟି ପୋଡିବା ପରେ ବଙ୍ଗୋପସାଗର ମଧ୍ୟରେ ବୁଡି ଯାଇଥିଲା । ଏହି ଟ୍ରଲରଟି ବୁଡିଯାଇଥିବା ବେଳେ ଏଥିରେ ଥିବା ୧୦ ଜଣ ଧୀବର ନିଜର ଜୀବନ ବଞ୍ଚାଇବା ପାଇଁ ସମୁଦ୍ର ମଧ୍ୟକୁ ଡେିଇଁ ପଡିଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ରାତି ୯ଟା ସମୟରେ ଧାମରା ନିକଟସ୍ଥ କାଳୀନାଳୀ ଠାରେ ପହଞ୍ଚିଥିଲା ଉଦ୍ଧାରକାରୀ ଟ୍ରଲର । ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ବୁଡିଯାଇଥିବା ପଦ୍ମାବତୀ ଟ୍ରଲର ମାଲିକ ସମରେଶ ପରିଡା ସେହି ଧିବର ମାନଙ୍କୁ ହସ୍ପିଟାଲ ନେଇ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ । ସୋମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣା ପଡିଛି । ୧୦ ଘଣ୍ଟା ପରେ ସବୁ ଧୀବର ସେମାନଙ୍କ ଘରକୁ ଫେରିଛନ୍ତି ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା