୧୦୮ ଆମ୍ଭୁଲାନ୍ସ ଦୁର୍ଘଟଣାରେ ରୋଗୀର ମୃତ

କଳାହାଣ୍ଡି(ଏଏନଏସ)୧୭/୧୦, ଜୟପାଟଣା ଥାନା କପୁରମାଲ ଗାଁରୁ ଭବାନୀପାଟଣାକୁ ରୋଗୀନେଇ ଯାଉଥିଲା ଏକ ୧୦୮ ଆମ୍ବୁଲାନ୍ସ । କିନ୍ତୁ ଜୁନାଗଡ ଛକ ନିକଟରେ ଗଛରେ ପିଟି ହୋଇ ୧୦୮ ଆମ୍ଭୁଲାନ୍ସଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଆମ୍ଭୁଲାନ୍ସର ହେଲପର ସମେତ ରୋଗୀର ମଧ୍ୟ ମୃତ୍ୟୁ ହୋଇଛି । ଏବଂ ଅନ୍ୟ ୩ଜଣ ଆହାତ ହୋଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି କପୁର ମାଲ ଗାଁର ସୁମିତ୍ରା ଦୁର୍ଗା । ଘଟଣାସ୍ଥଳରେ ଜୁନାଗଡ ପୋଲିସ ପହଞ୍ଚି ତଦନ୍ତଆରମ୍ଭ କରିଛି ।

Leave A Reply

Your email address will not be published.