କୋରାପୁଟ (2.2.23): ମାଲ ବୋଝେଇ ଟ୍ରେନ୍ ଲାଇନ୍ଚ୍ୟୁତ୍ । କୋରାପୁଟ ଶିବଲିଙ୍ଗପୁରମ୍ ଠାରେ ଏକ ମାଲ ବୋଝେଇ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି । ଫଳରେ ୧୧ଟି ବଗି ଟ୍ରାକ୍ରୁ ଖସିପଡିଛି । ରେଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।ଖବର ଅନୁଯାୟୀ କିରଣ୍ଡୁଲ ରୁ ବିଶାଖାପାଟଣା ଯାଉଥିବାବେଳେ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ଯାହାଫଳରେ ଟ୍ରେନ୍ର ୧୧ଟି ବଗି ଟ୍ରାକ୍ରୁ ଖସିଯାଇଛି। କିରଣ୍ଡୁଲରୁ କୋରାପୁଟ ଦେଇ ବିଶାଖାପାଟଣା ଯାଉଥିବା ରେଳ ପଥରେ ଗାଡି ଚଳାଚଳ ବନ୍ଦ ରହିଛି । ଉଦ୍ଧାର କାର୍ଯ୍ୟ ସରିବା ପରେ ହିଁ ରେଳ ଚଳାଚଳ ସ୍ବାଭାବିକ ହେବ ବୋଲି ବିଶାଖାପାଟଣା ଡିଆରଏମ ଅନୁପ ଶତପଥି ସୂଚନା ଦେଇଛନ୍ତି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ