ଟ୍ରଲର ସହ ମତ୍ସଜୀବି ନିଖୋଜ ।

ଭୁବନେଶ୍ୱର(ଏଏନଏସ)୧୭/୦୬, ବଙ୍ଗୋପସାଗରରେ ୧୩ ମତ୍ସଜୀବି ନିଖୋଜ ହୋଇଥିବା ଜଣାପଡିଛି । ତାଳଚୁଆ ସାମୁଦ୍ରିକ ଅଞ୍ଚଳରୁ ଟ୍ରଲର ନେଇ ୧୩ ଜଣ ମତ୍ସଜୀବି ସମୁଦ୍ର ଭିତରକୁ ଯାଇଥିବାବେଳେ ଗତକାଲି ସଂନ୍ଧ୍ୟା ପରଠାରୁ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ । ପୋଷ୍ଟଗାର୍ଡ ଓ ସାମୁଦ୍ରିକ ଥାନା ପୋଲିସ ଦ୍ୱାରାର ନିଖୋଜ ମତ୍ସଜୀବି ମାନଙ୍କ ସନ୍ଧାନ ଜାରି ରହିଥିବାବେଳେ ଏଯାବତ ସେମାନଙ୍କା ପତ୍ତା ମିଳିପାରିନାହିଁ । କେନ୍ଦ୍ରାପଡା ଜିଳ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଏହି ଘଟଣା ଘଟିଥିବାରୁ ସାରା ଜିଲ୍ଲାରେ ବିଷାଦର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

four × 2 =