ଭୁବନେଶ୍ୱର(ଏଏନଏସ)୧୭/୦୬, ବଙ୍ଗୋପସାଗରରେ ୧୩ ମତ୍ସଜୀବି ନିଖୋଜ ହୋଇଥିବା ଜଣାପଡିଛି । ତାଳଚୁଆ ସାମୁଦ୍ରିକ ଅଞ୍ଚଳରୁ ଟ୍ରଲର ନେଇ ୧୩ ଜଣ ମତ୍ସଜୀବି ସମୁଦ୍ର ଭିତରକୁ ଯାଇଥିବାବେଳେ ଗତକାଲି ସଂନ୍ଧ୍ୟା ପରଠାରୁ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ । ପୋଷ୍ଟଗାର୍ଡ ଓ ସାମୁଦ୍ରିକ ଥାନା ପୋଲିସ ଦ୍ୱାରାର ନିଖୋଜ ମତ୍ସଜୀବି ମାନଙ୍କ ସନ୍ଧାନ ଜାରି ରହିଥିବାବେଳେ ଏଯାବତ ସେମାନଙ୍କା ପତ୍ତା ମିଳିପାରିନାହିଁ । କେନ୍ଦ୍ରାପଡା ଜିଳ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଏହି ଘଟଣା ଘଟିଥିବାରୁ ସାରା ଜିଲ୍ଲାରେ ବିଷାଦର ଛାୟା ଖେଳିଯାଇଛି ।
ଜାଣନ୍ତୁ ଜନ୍ମାଷ୍ଟମୀ ବ୍ରତର ମହତ୍ତ୍ଵବିବାହ ପାଇଁ ଟ୍ରାକ୍ଟରରେ ଆସିଲା ବରଅଧିକା ପାଣି ପିଇବା ମଧ୍ଯ ହୋଇପାରେ ସମସ୍ୟାଭତ୍ତାନେଇ ଫେରୁଥିବାବେଳେ ଚାଳିଗଲା ଜୀବନଆସୁଛି ଆଉ ଏକ ଲଘୁଚାପମୁଣ୍ଡଳୀରେ ଵିପଦ ସଙ୍କେତ ଉପରେ ମହାନଦୀପରିବା ଦର ଆକାଶଛୁଆଁପରିକ୍ରମା ପକ୍ଷରୁ ବର୍ଷା କବିତା ଆସରପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା