ରାଜ୍ୟରୁ ୧୩୭୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ରାଜ୍ୟରେ ରେକର୍ଡ କରୁଛି କରୋନା | ଆଜି ରାଜ୍ୟରୁ ୧୩୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୮୧୨ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୫୬୨ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୪୮୧୮୨, ସୁସ୍ଥ ସଂଖ୍ୟା ୩୩୯୨୦୦, ସମୁଦାୟ ସକ୍ରିୟ ସଂଖ୍ୟା ୭୦୦୩, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୩୧୦ |

Leave A Reply

Your email address will not be published.