ରାଜଧାନୀରୁ ୧୪ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ,ସୁସ୍ଥ ସଂଖ୍ୟା ୩୨|ତେବେ କ୍ୱାରେଣ୍ଟିଂ ସେଣ୍ଟରରୁ ୫ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୯ ରହିଛି | ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି |


ତେବେ ଭୁବନେଶ୍ୱରରେ ସମୁଦାୟ ପଜିଟିଭ ସଂଖ୍ୟା ୩୧୪୮୮ ,ସୁସ୍ଥ ସଂଖ୍ୟା ୩୦୮୮୨ ,ମୃତ୍ୟୁ ସଂଖ୍ୟା ୨୩୫ | ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ ୩୫୦ କରୋନା ପଜିଟିଭ ସକ୍ରିୟ ଅଛନ୍ତି |

Leave A Reply

Your email address will not be published.