ଆଜି ରାଜ୍ୟରୁ ୧୪୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରୁ ୧୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୮୪ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୫୯ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଗୁଳ ୧୩, ବାଲେଶ୍ୱର ୮, ବରଗଡ଼ ୧୨, ବଲାଙ୍ଗୀର ୨, ବୌଧ ୧, କଟକ ୬, ଦେଓଗଡ ୧ , ଗଜପତି ୧, ଗଞ୍ଜାମ ୪, ଜଗତସିଂହପୁର ୪, ଯାଜପୁର ୫, ଝାରସୁଗୁଡା ୫ , କଳାହାଣ୍ଡି ୨, କେନ୍ଦ୍ରାପଡା ୨, କେଉଁଝର ୨, ଖୋର୍ଦ୍ଧା ୯, କେରାପୁଟ ୨, ମୟୁରଭଞ୍ଜ ୨, ନୂଆପଡା ୪, ପୁରୀ ୨୩, ସମ୍ବଲପୁର ୧୬, ସୋନପୁର ୧, ସୁନ୍ଦରଗଡ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୩୮୬୬, ସୁସ୍ଥ ସଂଖ୍ୟା ୩୩୦୩୨୧, ସମୁଦାୟ ସକ୍ରିୟ ସଂଖ୍ୟା ୧୫୮୯, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୭୦ ।

Leave A Reply

Your email address will not be published.