ପୁରୀ-୧୧.୦୫.୨୦୨୧, ଆସନ୍ତା ଆସନ୍ତା ୧୫ ତାରିଖରେ ପ୍ରସିଦ୍ଧ ଚନ୍ଦନଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ତେବେ କରୋନା ଯୋଗୁ ଭକ୍ତଙ୍କ ବିନା ହେବ ଚନ୍ଦନ ଯାତ୍ରା ଏବଂ ରଥ ଅନୁକୂଳ । ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ସେହି ସମୟରେ ଉକ୍ତ ସ୍ଥାନରେ ୧୪୪ ଧାରା ଲାଗୁ ହେବ । ୫୦ ରୁ ୭୦ ଜଣ ସେବାୟତଙ୍କୁ ନେଇ ହେବ ଚନ୍ଦନ ଯାତ୍ରା । ନୀତି ସହ ସଂଶ୍ଳିଷ୍ଟ ସେବାୟତଙ୍କୁ ସ୍ବତନ୍ତ୍ର ପାସ୍ ଦିଆଯିବ । ପ୍ରତି ବିମାନରେ ୭ ଜଣ ଲେଖାଏଁ ସେବାୟତ ରହିବେ ।ଚନ୍ଦନ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ସେବାୟତଙ୍କ କୋଭିଡ୍ ପରୀକ୍ଷା ହେବ । ସୂଚନା ଅନୁସାରେ ଉଭୟ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ବେଳେ ୧୪୪ ଧାରା ଜାରି ହେବ । ଚନ୍ଦନ ଯାତ୍ରା ନେଇ ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST