ରାଜ୍ୟରେ 17 ଜୀବନ ନେଲା କରୋନା

ଭୁବନେଶ୍ୱର-10.05.2021, ରାଜ୍ୟରେ କରୋନାରେ 17 ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ରାୟଗଡା ,ସୁନ୍ଦରଗଡରୁ ଓ କଳାହାଣ୍ଡି ସର୍ବାଧିକ ତିନିଜଣ , ପୁରୀରୁ 2 ଜଣ, ଭୁବନେଶ୍ବରରୁ 2 ଜଣ, ଅନୁଗୁଳରୁ ଜଣେ, ବଲାଙ୍ଗିର, ଢ଼େଙ୍କନାଳ, ଖୋର୍ଦ୍ଧାରୁ ଜଣେ ଲେଖାଏଁ, ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା 2197 କୁ ବୃଦ୍ଧି ପାଇଛି ।ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରୁ 10,031 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ 6623 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 3408 ରହିଛି ।

Leave A Reply

Your email address will not be published.