ଦଳିଦେଲା ହାତୀ; ଦୁଇ ମୃତ

ରାଇରଙ୍ଗପୁର-08.05.2021, ଦୁଇ ଜଣଙ୍କୁ ଦଳିଦେଲା ହାତୀ । ହାତୀ ଆକ୍ରମଣରେ ଜଣେ ମହିଳା ଏବଂ 7 ବର୍ଷର ନାବାଳିକା ମୃ ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିଶୋୟୀ ରେଞ୍ଜ ଦୁଧକୁଣ୍ଡି ଗାଁ ନିକଟରେ । ଏଠାରେ ସୂଚନାଯୋଗ୍ୟ ଯେ , ନିକଟ ଜଙ୍ଗଲକୁ କିଛି ଜଣ ମହିଳା ପତ୍ର ତୋଳିବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ହାତୀକୁ ଦେଖି ପ୍ରାଣ ବଞ୍ଚାଇବା ପାଇଁ ଦୌଡୁଥିବା ବେଳେ ଅନ୍ୟ ଜଣେ ମହିଳା ପଡିଆହତ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.