ଖୋର୍ଦ୍ଧା, ଖୋର୍ଦ୍ଧା ସହର ଭିତରେ ଗୋପବନ୍ଧୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨ ହାତୀ ପଶିଥିବାର ଖବର ମିଳିଛି । ହାତୀ ୨ଟି ମେଡିକାଲ ପାଚେରୀ ଭାଙ୍ଗି ଭିତରେ ପଶିଯିବାରୁ ରୋଗୀ ଓ ସମ୍ପର୍କୀୟ ଭୟଭୀତ ହୋଇପଡ଼ିଥିଲେ। ପରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀ ୨ଟିଙ୍କୁ ନିକଟ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ ।

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପାଚେରୀ ଭାଙ୍ଗିଲେ ୨ହାତୀ
- Post published:October 5, 2020
- Post category:ଓଡିଶା
- Reading time:1 mins read