ରାଜଧାନୀରୁ ୨୦ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଭୁବନେଶ୍ୱରରୁ ୨୦ କରୋନା ପଜିଟିଭ ଚିହ୍ନଟ ,ସୁସ୍ଥ ସଂଖ୍ୟା ୪୩ ରହିଛି |ସଙ୍ଗରୋଧ କେନ୍ଦ୍ରରୁ ୩ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୧୭ ରହିଛି |ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି |

ତେବେ ଭୁବନେଶ୍ୱରରୁ ମୋଟ ପଜିଟିଭ ସଂଖ୍ୟା ୩୧୫୩୯ ,ସୁସ୍ଥ ସଂଖ୍ୟା ୩୦୯୫୪ ,ମୃତ୍ୟୁ ସଂଖ୍ୟା ୨୩୭ | ବର୍ତ୍ତମାନ ସୁଦ୍ଧା ୩୨୭ କରୋନା ପଜିଟିଭ ସକ୍ରିୟ ଅଛନ୍ତି |