You are currently viewing ୨୦୨୧ ରଥଯାତ୍ରା ପାଇଁ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

୨୦୨୧ ରଥଯାତ୍ରା ପାଇଁ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ପୁରୀ, ଆଜିଠୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ କାଠ ଚିହ୍ନଟ ପ୍ରକ୍ରିୟା । ଚଳିତ ବର୍ଷ ୨୦୨୧ ରଥଯାତ୍ରା ନିମନ୍ତେ କାଠ ଚିହ୍ନଟ ପ୍ରକ୍ରିୟାରେ ନୀତି ପ୍ରଶାସକଙ୍କ ନେତୃତ୍ୱରେ ୪ଟି ଟିମ୍‌ ସାମିଲ ହୋଇଛନ୍ତି । ଏବେ ରଥ ନିର୍ମାଣ ନିମନ୍ତେ ୮୬୫କାଠର ଆବଶ୍ୟକତା ରହିଥିବାବେଳେ, ପୂର୍ବବର୍ଷ ୬୯ କାଠ ବଳିଥିବା ସୂଚନା ରହିଛି । ଆଉ ୭୯୬ କାଠର ଆବଶ୍ୟକ ରହିଛି ରଥ ପ୍ରସ୍ତୁତି ପାଇଁ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବଡ଼ମୂଳ ବଡ଼ରାଉଳ ଠାକୁରାଣୀ ମନ୍ଦିରକୁ ଯାତ୍ରା କରିଛି ଟିମ୍‌ ।

ଅନ୍ୟମାନଙ୍କୁ ଜଣାନ୍ତୁ।