ଭୁବନେଶ୍ୱର, ଆଜି ରାଜ୍ୟରୁ ୨୦୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୧୯ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୮୭ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଗୁଳ ୨୭, ବାଲେଶ୍ୱର ୨, ବରଗଡ଼ ୧୬, ଭଦ୍ରକ ୨ , ବଲାଙ୍ଗୀର ୨୬, ବୌଧ ୨, କଟକ ୬, ଦେଓଗଡ ୧, ଢ଼େଙ୍କାନାଳ ୧, ଗଜପତି ୫, ଗଞ୍ଜାମ ୩, ଯାଜପୁର ୧୦, ଝାରସୁଗୁଡା ୯, କେନ୍ଦ୍ରାପଡା ୪, କେଉଁଝର ୭, ଖୋର୍ଦ୍ଧା ୧୮, ମୟୁରଭଞ୍ଜ ୮, ନୂଆପଡା ୬, ପୁରୀ ୪ ,ରାୟଗଡା ୧, ସମ୍ବଲପୁର ୧୬, ସୋନପୁର ୩, ସୁନ୍ଦରଗଡ ୨୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୧୬୦୨, ସୁସ୍ଥ ସଂଖ୍ୟା ୩୨୭୫୩୪, ସମୁଦାୟ ସକ୍ରିୟ ସଂଖ୍ୟା ୨୧୨୪, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୪୪ ।
ଆଜିଠୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାରଜେଇଙ୍କୁ ସଂଘବଦ୍ଧ ଆକ୍ରମଣଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]