ରାଜଧାନୀରୁ ୨୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ୨୧ କରୋନା ପଜିଟିଭ ଚିହ୍ନଟ ,ସୁସ୍ଥ ସଂଖ୍ୟା ୩୯ ରହିଛି |ସଙ୍ଗରୋଧ କେନ୍ଦ୍ରରୁ ୪ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୧୭ ରହିଛି |ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି |

ତେବେ ଭୁବନେଶ୍ୱରରୁ ମୋଟ ପଜିଟିଭ ସଂଖ୍ୟା ୩୧୬୩୪ ,ସୁସ୍ଥ ସଂଖ୍ୟା ୩୧୧୨୯ ,ମୃତ୍ୟୁ ସଂଖ୍ୟା ୨୪୦ | ବର୍ତ୍ତମାନ ସୁଦ୍ଧା ୨୪୪ କରୋନା ପଜିଟିଭ ସକ୍ରିୟ ଅଛନ୍ତି |

Leave A Reply

Your email address will not be published.