You are currently viewing ତିର୍ତ୍ତୋଲ ଉପନିର୍ବାଚନ: ମୂତୟନ ହେବେ ୨୧ ପ୍ଲାଟୁନ୍ ଫୋର୍ସ

ତିର୍ତ୍ତୋଲ ଉପନିର୍ବାଚନ: ମୂତୟନ ହେବେ ୨୧ ପ୍ଲାଟୁନ୍ ଫୋର୍ସ

ତିର୍ତ୍ତୋଲ, ହେବାକୁ ଥିବା ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମୂତୟନ ହେବେ ୨୧ ପ୍ଲାଟୁନ ପୋଲିସ ଫୋର୍ସ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ପ୍ରଥମେ ଜଗତସିଂହପୁର ଯାଇ ସମସ୍ତ ସ୍ଥାନ ବୁଲି ଏପରି ନିର୍ଣ୍ଣୟ ନେଇଛନ୍ତି ଅଭୟ । ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପୁଲିଂ ବୁଥକୁ ତିନି ସ୍ତରରେ ବିଭକ୍ତ କରାଯାଇଛି । ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୩ ତାରିଖରେ ରାଜ୍ୟରେ ଦୁଇଟି ବିଧାନସଭା ଆସନ ଯଥା ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।