ଭୁବନେଶ୍ୱର, ଆଜି ରାଜ୍ୟରୁ ୨୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୪୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୦୪ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଆଜି ଅନୁଗୁଳ ୨୦, ବାଲେଶ୍ୱର ୧୬, ବରଗଡ଼ ୧୩, ଭଦ୍ରକ ୩ , ବଲାଙ୍ଗୀର ୪୦, ବୌଧ ୨, କଟକ ୫, ଦେଓଗଡ ୩, ଢ଼େଙ୍କାନାଳ ୧, ଯାଜପୁର ୧୨, ଝାରସୁଗୁଡା ୧୬, କେନ୍ଦ୍ରାପଡା ୫, କେଉଁଝର ୧୦, ଖୋର୍ଦ୍ଧା ୨୫, ମାଲକାନଗିରି ୪, ମୟୁରଭଞ୍ଜ ୧୩, ନୟାଗଡ ୨, ନୂଆପଡା ୭, ପୁରୀ ୬ ,ରାୟଗଡା ୧, ସମ୍ବଲପୁର ୩, ସୋନପୁର ୪, ସୁନ୍ଦରଗଡ ୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୧୩୯୬, ସୁସ୍ଥ ସଂଖ୍ୟା ୩୨୭୨୯୦, ସମୁଦାୟ ସକ୍ରିୟ ସଂଖ୍ୟା ୨୧୬୩, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୮୨ ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ