You are currently viewing ସୁରକ୍ଷା ବଳୟରେ ବିଧାନସଭା

ସୁରକ୍ଷା ବଳୟରେ ବିଧାନସଭା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ): ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ଯାଞ୍ଚ କଲେ ଡିଜିପି। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପରେ ଡିଜିପି ସୁନୀଲ ବଂଶଲଙ୍କ ସୂଚନା। ବିଧାନସଭା ସୁରକ୍ଷା ପାଇଁ ୨୮ ପ୍ଲାଟୁନ ପୋଲିସ ଫୋର୍ସ ରହିବେ। ଡିଜିପିଙ୍କ ତତ୍ତ୍ୱାବଧାନରେ ୮ ଅତିରିକ୍ତ ଡିସିପି , ୧୬ ଏସିପି ରହିବେ। କୁ୍ୟଆରଟି, ବମ ସ୍କ୍ୱାଡ୍ ଓ ୨୦ ଇନସ୍ପେକ୍ଟର ମଧ୍ୟ ମୁତୟନ ହେବେ। ସିସିଟିଭି ନଜରରେ ରହିବ ବିଧାନସଭା ବୋଲି କହିଲେ ପୋଲିସ ଡିଜି।

ଅନ୍ୟମାନଙ୍କୁ ଜଣାନ୍ତୁ।