ନିଆଲାଗି ୩ ଯବାନ ଗୁରୁତର

ଭଦ୍ରକ, ଓଏସ୍ଏପିର ୩ଯବାନ ନିଆଁ ଲାଗି ଗୁରୁତର ହୋଇଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏପରି ଅଘଟଣା ଭଦ୍ରକ ଜିଲ୍ଲାର ପୁରୁଣା ବଜାର ଥାନାରେ ଘଟିଛି । ସୂଚନାଥାଉକି, ଥାନାରେ ୫ମ ବାଟାଲିୟନର ପୋଲିସ କର୍ମଚାରୀ ଡୁ୍ୟଟିରେ ଥିଲେ । ରାତିରେ ଡ୍ୟୁଟି ସାରି ଶୋଇଥିବା ସମୟରେ ମଶାଧୂପରୁ ହଠାତ୍ ନିଆଁ ଲାଗି ଏପରି ଅଘଟଣ ଘଟିଥିଲା ।

Leave A Reply

Your email address will not be published.