ଆଜି ରାଜ୍ୟରୁ ୩୦୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରୁ ୩୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୭୨ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୩୧ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଗୁଳ ୧୬, ବାଲେଶ୍ୱର ୧୬ ,ବରଗଡ଼ ୯ ,ଭଦ୍ରକ ୪ ,ବଲାଙ୍ଗୀର ୧୮,ବୌଧ ୧, କଟକ ୧୬, ଦେଓଗଡ ୨,ଢ଼େଙ୍କାନାଳ ୨, ଗଜପତି ୧, ଗଞ୍ଜାମ ୪ ,ଜଗତସିଂହପୁର ୫ ,ଯାଜପୁର ୧୬, ଝାରସୁଗୁଡା ୫ , କେନ୍ଦ୍ରାପଡା ୩୧, କେନ୍ଦୁଝର ୨୩, ଖୋର୍ଦ୍ଧା ୩୧, କୋରାପୁଟ ୧, ମୟୁରଭଞ୍ଜ ୧୭, ନବରଙ୍ଗପୁର ୬, ନୟାଗଡ ୬, ନୂଆପଡା ୧୧ ,ପୁରୀ ୧ , ସମ୍ବଲପୁର ୨୨, ସୋନପୁର ୧, ସୁନ୍ଦରଗଡ ୩୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୨୮୫୦୪,ସୁସ୍ଥ ସଂଖ୍ୟା ୩୨୩୭୪୯, ସମୁଦାୟ ସକ୍ରିୟ ସଂଖ୍ୟା ୨୮୪୧ ,ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୩୭୧।

Leave A Reply

Your email address will not be published.