ଭୁବନେଶ୍ୱରରୁ ୩୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ୩୧ କରୋନା ପଜିଟିଭ ଚିହ୍ନଟ ,ସୁସ୍ଥ ସଂଖ୍ୟା ୨୯ ରହିଛି |ସଙ୍ଗରୋଧ କେନ୍ଦ୍ରରୁ ୬ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୨୫ ରହିଛି |ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି|

ତେବେ ଭୁବନେଶ୍ୱରରୁ ମୋଟ ପଜିଟିଭ ସଂଖ୍ୟା ୩୧୫୧୯ ,ସୁସ୍ଥ ସଂଖ୍ୟା ୩୦୯୧୧ ,ମୃତ୍ୟୁ ସଂଖ୍ୟା ୨୩୬ |ବର୍ତ୍ତମାନ ସୁଦ୍ଧା ୩୫୧ କରୋନା ପଜିଟିଭ ସକ୍ରିୟ ଅଛନ୍ତି |

Leave A Reply

Your email address will not be published.