କରୋନା ମୁକାବିଲା ପାଇଁ ଓଡିଶାକୁ 333.8 କୋଟି

ଭୁବନେଶ୍ବର-09.05.2021- କରୋନା ଏବେ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି । ଏନେଇ କେନ୍ଦ୍ରସରକାର କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ରାଜ୍ୟକୁ ଅର୍ଥ ସହାୟତା ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ କୋଭିଡ ମୁକବଲା ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ। ଓଡିଶା ଭାଗରେ 333.8 କୋଟି ଟଙ୍କା ପଡିଥିବା ଅର୍ଥମନ୍ତ୍ରଣାଳୟ ସୂତ୍ର ରୁ ଜଣା ପଡ଼ିଛି।

Leave A Reply

Your email address will not be published.