You are currently viewing ଆଜି ରାଜଧାନୀରୁ ୩୪ କରୋନା ପଜିଟିଭ ଚିହ୍ନଟ , ୩୧ ସୁସ୍ଥ

ଆଜି ରାଜଧାନୀରୁ ୩୪ କରୋନା ପଜିଟିଭ ଚିହ୍ନଟ , ୩୧ ସୁସ୍ଥ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର, ଆଜି ରାଜଧାନୀରୁ ୩୪ କରୋନା ପଜିଟିଭ ଚିହ୍ନଟ ,ସୁସ୍ଥ ସଂଖ୍ୟା ୩୧ ରହିଛି | ତେବେ କ୍ୱାରେଣ୍ଟିଂ ସେଣ୍ଟରରୁ ୧୦ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୨୪ ରହିଛି |ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି |
ତେବେ ଭୁବନେଶ୍ୱରରୁ ମୋଟ କରୋନା ପଜିଟିଭ ସଂଖ୍ୟା ୩୧୧୭୯ ,ସୁସ୍ଥ ସଂଖ୍ୟା ୩୦୫୮୦ ,ମୃତ୍ୟୁ ସଂଖ୍ୟା ୨୩୦,ଟୋଟାଲ ସକ୍ରିୟ ଅଛନ୍ତି ୩୪୮ |
ତେବେ ଆଜି ରାଜ୍ୟରୁ ୩୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସଙ୍ଗରୋଧ କେନ୍ଦ୍ରରୁ ୧୮୯ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୪୩ ରହିଛି | ଯାହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ରାଜ୍ୟରେ ଆଜି ୪ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି |

ଅନ୍ୟମାନଙ୍କୁ ଜଣାନ୍ତୁ।