ଆଜି ରାଜ୍ୟରୁ ୩୫୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର, ରାଜ୍ୟରୁ ୩୫୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସଙ୍ଗରୋଧ କେନ୍ଦ୍ରରୁ ୨୦୮ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୫୦ ରହିଛି | ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |
ଆଜି ଅନୁଗୁଳ ୫୨ ,ବାଲେଶ୍ୱର ୩୫ ,ବରଗଡ଼ ୭ ,ଭଦ୍ରକ ୧ ,ବଲାଙ୍ଗୀର ୧୩ ,କଟକ ୨୮ , ଦେବଗଡ଼ ୪ ,ଢେଙ୍କାନାଳ ୫ , ଗଞ୍ଜାମ ୫ ,ଜଗତସିଂହପୁର ୪ ,ଯାଜପୁର ୧୫ ,ଝାରସୁଗୁଡା ୬ ,କଳାହାଣ୍ଡି ୪ ,କେନ୍ଦ୍ରାପଡା ୧୧ ,କେନ୍ଦୁଝର ୮ ,ଖୋର୍ଦ୍ଧା ୩୬ ,କୋରାପୁଟ ୮ ,ମୟୁରଭଞ୍ଜ ୧୭ ,ନବରଙ୍ଗପୁର ୬ ,ନୟାଗଡ ୧ , ନୂଆପଡା ୨୬ ,ପୁରୀ ୧,ରାୟଗଡା ୧ , ସମ୍ବଲପୁର୨୧ , ସୋନପୁର ୧ ,ସୁନ୍ଦରଗଡ ୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି |
ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୨୫୫୦୫ ,ସୁସ୍ଥ ସଂଖ୍ୟା ୩୨୦୫୮୪ | ସମୁଦାୟ ସକ୍ରିୟ ସଂଖ୍ୟା ୩୦୩୯ ,ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୩୭୬ |

Leave A Reply

Your email address will not be published.