You are currently viewing ୩ୟ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ

୩ୟ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ) ୧୫/୦୫ , ବେଳାଭୂମିକୁ ସ୍ବଚ୍ଛ ନିର୍ମଳ ଆବର୍ଜନା ମୁକ୍ତ ରଖିବା ପାଇଁ ତୃତୀୟ ଥର ପାଇଁ ଅନୁଷ୍ଠିତ ହେଉଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ ।ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ଚାଲିଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ ।ମାସର ପ୍ରଥମ ଓ ଶେଷ ରବିବାର ଏହି କାର୍ଯ୍ୟକ୍ରମ ହେଉଛି ।ସକାଳ ୫ଟା ୩୦ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୮ଟା ୩୦ ଯାଏଁ ଚାଲିଥାଏ । ସକାଳ ୫ଟା ୩୦ରୁ ବେଳାଭୂମି ସଫେଇ ଚାଲିଛି ।ସେହିପରି ବିଚ୍ ଯୋଗ, ଭଲିବଲ, କୁଇଜ୍ , ଫନି ଗେମ୍ସ , ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆଯୋଜନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।