You are currently viewing

୧. ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣିର୍ବଳୟ, ଏହା ପ୍ରଭାବରେ ଆସନ୍ତା ୬ରୁ ଲଘୁଚାପ ।
୨. ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ରରେ ଆରମ୍ଭ ହେଲା ଚନ୍ଦନ ଯାତ୍ରା ।
୩. ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ କଲେ ନିର୍ବାଚନ କମିଶନର ।
୪. ପକୁଡି ଓ ବରା ବିକ୍ରି କରି ପାଠ ପଢିବା ସହ ପରିବାର ପୋଷୁଛନ୍ତି ମୟୁରଭଞ୍ଜ ଜିଲ୍ଲାର ପ୍ରୀତି ।
୫. ଆରମ୍ଭ ହେଲା ବରଗଡ ଜିଲ୍ଲାର ବରପାଲି ଶୀତଳ ଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ।
୬. ଭଦ୍ରକ ଚାନ୍ଦବାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟର୍ଚ୍ଚ ଲାଇଟରେ ରୋଗୀ ଚିକିତ୍ସା କରାଯାଉଥିବା ସମୟରେ ମୃତ୍ୟୁ ବରଣ କଲେ ରୋଗୀ ।
୭. ଦିର୍ଘ ୭୦ ଦିନ ପରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ରାତିରେ ତାଣ୍ଡବ ରଚିଛି କାଳବୈଶାଖୀ ।
୮. ରାଜନୀତି ବିଜ୍ଞାନରେ ସ୍ୱର୍ଣ୍ଣ ପଦକ ଆଣିଲେ ଦାରିଙ୍ଗ ବାଡିର ରୁନିତା ପ୍ରଧାନ ।
୯. ରଥ ଅନୁକୂଳ ପରେ ଆଜିଠାରୁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ ।
୧୦ ଫୋନପେ\’ରେ ଲାଞ୍ଚ ନେଲେ ଅସ୍ତରଙ୍ଗ ତହସିଲ କର୍ମଚାରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।