କରୋନାରେ ଆଖି ବୁଜିଲେ ଆଉ ୫

ଭୁବନେଶ୍ୱର, ଆଜି ରାଜ୍ୟରେ କରୋନାରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି |ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧,୭୯୪ରେ ପହଞ୍ଚିଛି।
ଜୀବନ ହରାଇଥିବା ଏହି ୫ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଜଣେ ବଲାଙ୍ଗୀରର ହୋଇଥିବାବେଳେ ଆଉ ଜଣେ ମୟୂରଭଞ୍ଜ | ସେହିପରି ୩ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧାର।

Leave A Reply

Your email address will not be published.