You are currently viewing ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ

ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ

  • Post category:ଓଡିଶା
  • Reading time:1 mins read

ପୁରୀ (୧୪.୧୦.୨୨) : ଆଜି ସକାଳୁ ଭି କାର୍ତ୍ତିକେୟନ ପାଣ୍ଡିଆନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ।

୫ –ଟି ସଚିବ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମହାପ୍ରଭୁଙ୍କୁ ଦର୍ଶପ ସହ ବେଢା ପରିକ୍ରମା, ପାଶ୍ୱ ଦେବା ଦେବୀ ଦର୍ଶନ କରିଛନ୍ତି ।

ତେବେ ଶ୍ରୀ ମନ୍ଦିରରେ ଆଉ କ’ଣ ଉନ୍ନତି କାର୍ଯ୍ୟ ହୋଇ ପାରିବ ସେ ନେଇ ଅନୁଧ୍ୟାନ କରିଥିବା ସୂଚନା ମିଳିଛି । ପରେ ୫-ଟି ସଚିବ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।