ହାଇୱା ଧକ୍କାରେ ଚାଲିଗଲା ୫ ଜୀବନ

ନୟାଗଡ, ଶରଣକୁଳ ନରେନ୍ଦ୍ରପୁର ସୁଆର ସାହିରେ ହାଇୱା ଧକ୍କାରେ ଚାଲିଗଲା ୫ ଜୀବନ। ଏମାନଙ୍କ ଭିତରେ ଥିଲା ଏକ ଛୋଟ ଶିଶୁ। ଶିଶୁଟି ଗୁରୁତର ଆହତ ହୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଛି । ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଘଟିଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।

ତା ସହିତ ମୃତକଙ୍କ ପରିବାରକୁ ସହାୟତା ଦେବାକୁ ଦାବି କରିଛନ୍ତି। ଏହାସହ ଶରଣକୁଳ ବଜାର ଦେଇ କୌଣସି ଗାଡ଼ି ଚାଳନା ନ କରିବା ସହ ବାଇପାସ୍ ରାସ୍ତା ତୁରନ୍ତ ନିର୍ମାଣ ପାଇଁ ଦାବି କରିଛନ୍ତି ଶରଣକୁଳ ଗ୍ରାମବାସୀ।

Leave A Reply

Your email address will not be published.