ଭୁବନେଶ୍ୱର, ରାଜ୍ୟରେ ଶୀତର ପ୍ରକୋପ ଧିରେଧିରେ ବଢ଼ିବାରେ ଲାଗିଛି । ରେକଡର଼୍ ଅନୁଯାୟୀ ରାଜ୍ୟର ୬ଟି ସହରର ତାପମାତ୍ରା ଏବେ ୧୦ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଥିବାରୁ, ଏହା ହେଉଛି ରାଜ୍ୟର ସବୁଠାରୁ ଥଣ୍ଡା ସହର । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ଡିଗ୍ରୀ ଥିବା ରେକଡର଼୍ କରାଯାଇଛି । ଏହି ସହର ବ୍ୟତୀତ ଆଉ ୫ଟି ସହର ଥଣ୍ଡା ସହର ହେଉଛି, ଦାରିଙ୍ଗବାଡ଼ି, ବାରିପଦା, ଭବାନୀପାଟଣା, ଝାରସୁଗୁଡ଼ା, କୋରାପୁଟ ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ